ହିଞ୍ଜିଳିରୁ ଜିତିଲେ, ବିଜେପୁରରୁ ବି ଜିତିଲେ। ତେବେ କାହାକୁ ରଖିବେ କାହାକୁ ଛାଡ଼ିବେ ନବୀନ। ତାହା ହିଁ ଏବେ ହୋଇଛି ପ୍ରଶ୍ନ। ଯେଉଁ ଆସନକୁ ନବୀନ ଛାଡ଼ିବେ ସେଠି ପୁଣି କିଏ ଏଣ୍ଟ୍ରି କରିବ, ତାକୁ ନେଇ ବି ନାନା କଳ୍ପନା ଜଳ୍ପନା। କେଉଁଠୁ ଛାଡିବେ ନବୀନ । ହିଞ୍ଜିଳିକାଟୁ ନା ବିଜେପୁର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନବୀନ ଗୋଟିଏ ବିଧାନସଭା ଆସନ ଛାଡିବେ ବୋଲି ଚର୍ଚା ଆରମ୍ଭ ହୋଇଥିବାରୁ କାହାକୁ ରଖିବେ କାହାକୁ ଛାଡିବେ ତାକୁ ନେଇ ସମସ୍ତଙ୍କ ନଜର କେଉଁ ନିର୍ବାଚନ ମଣ୍ଡଳୀ ନବୀନଙ୍କ ଆପଣାର ।Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond. For latest Odisha News Follow us:
Website:
YouTube:
Twitter:
Facebook:
Playlists-
2019 Elections:
Daffa | Crime Stories:
Bada Khabar :
ThanQ: Politoons Series:
Mudda :
Breakfast Odisha :

0 Comments